Friday 2 May 2014

ଅନୁବାଦର ଗୁରୁତ୍ୱ ଏବଂ ନୈତିକତା

ଅନୁବାଦର ଗୁରୁତ୍ୱ ଏବଂ ନୈତିକତା


ଏହି ଯୁଗରେ, ଅନୁବାଦ କରିବା ଏତେ ସହଜ ନୁହେଁ, ତା ଉପରେ ଏକ ଅନୁବାଦକ ବାଛିବା, ଯେପରି କୌଣସି କାର୍ଯ୍ୟନୁଷ୍ଠାନରେ ନୂତନ ନିଯୁକ୍ତି କିମ୍ୱା ସେମାନଙ୍କର ନିୟୋଗ କରିବାର ନିର୍ଦ୍ଦେଶ, ଯାହା କର୍ମର ଗୋଟିଏ ପରିକଳ୍ପନାର ନେତୃତ୍ୱନୀୟ ସିଦ୍ଧାନ୍ତ ଗ୍ରହଣ କରିବାର ପ୍ରକ୍ରିୟାରେ ଆଚରଣ ସଂହିତା ସହିତ ଏକ ଅନୁମୋଦିତ ଉପାୟରେ ତାଳ ଦେଇ ଆଗକୁ ବଡେଇ ଥାଏ। ଯଥେଷ୍ଟ ଚେଷ୍ଟା ଫଳରେ ମଧ୍ୟ ଯେ ସଠିକ ଅନୁବାଦକ ଯେ ମିଳିବ ତାହା କହି ହେବ ନାହିଁ, ଏହି ପରିସ୍ଥିତିରେ, ସମୟ, ଅଭ୍ୟନ୍ତରୀଣ ବ୍ୟାଣ୍ଡଉଇଥ କିମ୍ୱା ଦ୍ୱନ୍ଧ, ଟଙ୍କା, ଇଚ୍ଛା ଆଦି ଏହି ସବୁ ପାଇଁ ବ୍ୟାର୍ଥ ହୁଏ, ଯାହା ନିର୍ମୂଲ କର୍ମ କ୍ଷେତ୍ରରେ ସମସ୍ୟାର କାରଣ ଦେଖାଦିଏ। ପ୍ରତ୍ୟେକ ଅଧସ୍ତନର ଏବଂ ଉବ୍ଧତନ ଯୁଗ୍ମ ଭାବରେ ପରାମର୍ଶ ଦେବା ଏବଂ ବିଚକ୍ଷଣତାର ସତ୍ୟତା ଏବଂ ସମ୍ମାନର ସହିତ କୋଣସି ଦ୍ୱନ୍ଧ ସମାଧାନ କରିବାର ଆବଶ୍ୟକ ପଡେ।

ଏହା ଆମକୁ ଅତିକ୍ରମ କରିବାକୁ ସାହାର୍ଯ୍ୟ କରେ, ଯାହା ଆମର ମୂଲ୍ୟବୋଧ ଏବଂ ନୈତିକତା, ପ୍ରକାଶ ବିଚାରକ ଏବଂ ପ୍ରମାଣ କରିବାରେ ଯଥେଷ୍ଟ ଜ୍ଞାନ ଅଛି ଯାହାର ପୂର୍ବ ଅନୁମୋଦନରୁ ଭାଷାବିତ ଜମାୟତ ପରିଭାଷିକ ତଥ୍ୟରୁ ପ୍ରସ୍ତୁତ ଥିଲା ଯାହା ପରିଚାଳକର ମାନ ଏବଂ ନୈତିକତା ଅନୁମୋଦିତ ଶବ୍ଧକୋଷ ଅନ୍ତ୍ରଗର୍ତ ଭାଷାରୁ ଜମାଗତ ପରିଭାଷା ଭାବରେ ବ୍ୟବହାର କରାଯାଇଛି। ଆମେ ମୂଲ୍ୟବାନ ଏବଂ କାର୍ଯ୍ୟକର ମୂଲ୍ୟ ଦେଇ ବଜାରରୁ ଉନ୍ନତମାନର ଉତ୍ପାଦ ପର୍ଯ୍ୟାବେଶନ କରି ପାରନ୍ତି, ଯାହା ଦ୍ୱାରା ରାସାୟନ ଏବଂ ପର୍ଯ୍ୟବେକ୍ଷଣର ଗୋଟିଏ ସଂଖ୍ୟା ବରାବର, ବ୍ୟବସ୍ଥାପନାର ମାନ ନେଭିଗେସନର ପାରିବାରିକ ମାନର ପାରିଭାଷିକ କଣ୍ଟେନ୍ଟରୁ ଭାଷାବିତ ପ୍ରତ୍ୟେକଙ୍କ ଦ୍ୱାରା ଗୃହୀତ ହୋଇ ନୂତନ ପ୍ରବଣତା ପ୍ରତିଫଳିତ କରେ, ଯାହା ଆମ ସମୟରେ ଜଣେ ପେଶାଦାର ଅନୁବାଦକ କିମ୍ୱା ସମର୍ଥକ ଭାବରେ ଅନୁବାଦର ନୈତିକତା ଏବଂ ଆମର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅନେକ ଗଭୀର ଭାବରେ ଚିନ୍ତନ କରାଏ। ଏହା ଆପଣଙ୍କର ଚେତେନା ଏବଂ ମତାମତ ସହ ଏହି ନିବନ୍ଧ ପଡି ବୁଝିବାକୁ ହେବ।

ବିଭିନ୍ନ ପ୍ରକାରର ଅନୁବାଦ ମଧ୍ୟରୁ ଆଇନ ସମ୍ପର୍କୀୟ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ, ଯାହା ସମସ୍ତ କ୍ଷେତ୍ରରେ ବ୍ୟବହାର, ଉଦାହରଣ ସୂରୂପ, ଏକ କମ୍ପୁଟର ଗେମ୍‌ ର ଅନୁବାଦ ସମୟରେ ଆଇନ ସମ୍ପର୍କୀୟ ଅନୁବାଦର ବ୍ୟବହାର କିପରି ବ୍ୟବହାର ହୋଇଥାଏ ତାହା ଏକ ଜାଣିବା ବିଷୟ, ପ୍ରଥମତଃ ଗେମ୍‌ର ସମସ୍ତ ଭାଗକୁ ଅନୁବାଦ କରିବା ପରେ ଶେଷରେ କିମ୍ୱା ନିୟମ ଏବଂ ସର୍ତ୍ତାବଳୀ, ଗୋପନୀୟତା ନୀତି  ଆଦି ଲେଖାଯାଏ, ସେଥିରେ ସମସ୍ତ ପ୍ରକାରର ଚୁକ୍ତି, ନିୟମ ଏବଂ ସର୍ତ୍ତାବଳୀ ଆଦି ରହିଥାଏ, ଯାହାକୁ ଆଇନ ସମ୍ପର୍କୀୟ ଅନୁବାଦ ବୋଲି କୁହାଯାଏ।

ଶବ୍ଧକୋଷ, ଶୈଳୀ ଗାଇଡ, ଟୁଲକିଟ୍‌ ଓ ସହାୟକ ସାମାଗ୍ରୀ ଭାବରେ ସରଞ୍ଜାମ ସାହାର୍ଯ୍ୟରେ, ଗୋଟିଏ ନଥି ଯେକୌଣସି ବିଷୟବସ୍ତୁର ସ୍ଥାନୀୟ ବୈଶିଷ୍ଟ କୌଣସି ଅନୁବାଦକ ପାଇଁ ଗୋଟିଏ ପ୍ରକ୍ରିୟା ଏବଂ ଶାଲୀନତା ସୃଷ୍ଟି କରେ: ସେମାନେ କୌଣସି ଅନୁବାଦକ କିମ୍ୱା ଭାଷାବିତ୍ତ ପାଇଁ ଅସ୍ତ୍ର ଭାବରେ କାର୍ଯ୍ୟ କରେ।

ଭଲ ଏବଂ ସୁବିଧା ଜନକ ଉପାୟରେ ବାହାରକୁ ଆସିବାକୁ ହେବ ଯାହା ଦ୍ୱାରା ଆପଣ ଉଭୟ ସଙ୍କଟ ମଧ୍ୟରେ କିମ୍ୱା ନ ହୁଏ,  ତାହା ଆପଣଙ୍କର ଦାୟିତ୍ୱ ଆପଣଙ୍କୁ ହୁଁ ନେବାକୁ ହେବ।

Mr. Prasanjit Ghosh
Odia Localizer
******************************************************************************